ରାଜଧାନୀ ରାଜପଥ କଡ଼ରେ ମଦୁଆଙ୍କ ହାଟ : ଅବକାରୀ ବିଭାଗ ଅନ୍ଧ

ଭୁବନେଶ୍ବର: ପନିପରିବା, ଫଳମୂଳ, ମାଛ, ମାଂସ ହାଟ ପରି ଏବେ ରାଜଧାନୀରେ ମଦୁଆଙ୍କ ହାଟ ବି ବସୁଛି। ଅନ୍ୟ ସବୁ ହାଟ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ବସିଥାଏ। କିନ୍ତୁ ମଦୁଆଙ୍କ ହାଟର କିଛି ସମୟସୀମା ନାହିଁ। ସକାଳୁ ରାତି, ବିଳମ୍ବିତ ରାତି, କେବେକେବେ ରାତି ପାହିବା ଯାଏ ସେମାନଙ୍କ ହାଟ ସରିନଥାଏ। ଚାଖଣା ସାଙ୍ଗକୁ ବୋତଲ ପରେ ବୋତଲ ଖୋଲୁଛି। ମଦ ସରିଗଲେ, ପାଖରେ ଥିବା ନାଳ କିମ୍ବା … Continue reading ରାଜଧାନୀ ରାଜପଥ କଡ଼ରେ ମଦୁଆଙ୍କ ହାଟ : ଅବକାରୀ ବିଭାଗ ଅନ୍ଧ